ଅର୍ଥ : ସେହି ବ୍ୟକ୍ତି ଯେ ରକ୍ଷା କରେ
							ଉଦାହରଣ : 
							ଦେଶ ରକ୍ଷକ ନିଜ ଜୀବନକୁ ପାଣିଛଡ଼େଇ ସୀମାନ୍ତରେ ପହରା ଦିଅନ୍ତି  ଛାତ୍ରାବାସର ୱାର୍ଡ଼ନଙ୍କ ଅନୁମତି ବିନା ଛାତ୍ରାବାସ ବାହାରକୁ ଯିବାମନା
							
ସମକକ୍ଷ : ପ୍ରତିରକ୍ଷକ, ରକ୍ଷକ, ରକ୍ଷୀ, ସୁରକ୍ଷା କର୍ମୀ, ୱାଡେନ୍
ଅନ୍ୟ ଭାଷାରେ ଅନୁବାଦ :
Someone who keeps safe from harm or danger.
preserverଅର୍ଥ : ଶରଣାଗତକୁ ରକ୍ଷା କରିବା ଲୋକ
							ଉଦାହରଣ : 
							ଶରଣ୍ୟ ବ୍ୟକ୍ତି ନିଜ ଜୀବନକୁ ବାଦି ଲଗେଇ ଶରଣାଗତର ରକ୍ଷା କଲେ
							
ସମକକ୍ଷ : ରକ୍ଷଣ ସମର୍ଥ, ରକ୍ଷଣୀୟ, ଶରଣ୍ୟ
ଅନ୍ୟ ଭାଷାରେ ଅନୁବାଦ :