ଅର୍ଥ : ସେହି ବ୍ୟକ୍ତି ଯେ ରକ୍ଷା କରେ
							ଉଦାହରଣ : 
							ଦେଶ ରକ୍ଷକ ନିଜ ଜୀବନକୁ ପାଣିଛଡ଼େଇ ସୀମାନ୍ତରେ ପହରା ଦିଅନ୍ତି  ଛାତ୍ରାବାସର ୱାର୍ଡ଼ନଙ୍କ ଅନୁମତି ବିନା ଛାତ୍ରାବାସ ବାହାରକୁ ଯିବାମନା
							
ସମକକ୍ଷ : ପ୍ରତିରକ୍ଷକ, ରକ୍ଷକ, ରକ୍ଷାକର୍ତ୍ତା, ସୁରକ୍ଷା କର୍ମୀ, ୱାଡେନ୍
ଅନ୍ୟ ଭାଷାରେ ଅନୁବାଦ :
Someone who keeps safe from harm or danger.
preserverଅର୍ଥ : ଯେ ଅସୁରମାନଙ୍କୁ ପୂଜାକରେ
							ଉଦାହରଣ : 
							ରକ୍ଷୀ ତନ୍ତ୍ରଦ୍ୱାରା ପ୍ରେତକୁ ପ୍ରସନ୍ନ କରିବାକୁ ଚେଷ୍ଟା କରୁଛି
							
ଅନ୍ୟ ଭାଷାରେ ଅନୁବାଦ :