ଅର୍ଥ : ରବରର ଯେଉଁ ଖଣ୍ଡରେ ପେନସିଲଆଦିର ଲେଖା ଲିଭାଯାଏ
							ଉଦାହରଣ : 
							ଭୁଲ୍ ଉତ୍ତରକୁ ରବରରେ ଲିଭେଇ ଠିକ ଉତ୍ତର ଲେଖ
							
ଅନ୍ୟ ଭାଷାରେ ଅନୁବାଦ :
An eraser made of rubber (or of a synthetic material with properties similar to rubber). Commonly mounted at one end of a pencil.
pencil eraser, rubber, rubber eraserଅର୍ଥ : ରବର ଘଛର କ୍ଷୀରକୁ ଶୁଖେଇ ତିଆରି କରାଯାଉଥିବା ଏକ ଅଠାଳିଆ ପଦାର୍ଥ
							ଉଦାହରଣ : 
							ବିଭିନ୍ନ ବସ୍ତୁ ତିଆରି କରିବାପାଇଁ ରବରର ଉପଯୋଗ ହୁଏ
							
ଅନ୍ୟ ଭାଷାରେ ଅନୁବାଦ :
An elastic material obtained from the latex sap of trees (especially trees of the genera Hevea and Ficus) that can be vulcanized and finished into a variety of products.
caoutchouc, gum elastic, india rubber, natural rubber, rubber