ଅର୍ଥ : ରାଜସିଂହାସନ କିମ୍ବା ଗାଦିରେ ଆସୀନ ହେବା ସମୟରେ କରାଯାଉଥିବା କୃତ୍ୟ
							ଉଦାହରଣ : 
							ରାଜାଭିଷେକ ପୂର୍ବରୁ ରାମଙ୍କୁ ବନବାସ ଯିବାକୁ ପଡ଼ିଲା
							
ସମକକ୍ଷ : ଅଭିଷେକ, ରାଜ୍ୟାଭିଷେକ
ଅନ୍ୟ ଭାଷାରେ ଅନୁବାଦ :
The ceremony of installing a new monarch.
coronation, enthronement, enthronisation, enthronization, investiture