ଅର୍ଥ : ରାଜାଙ୍କ ଅଭାବ ବା ରାଜା ନ ଥିବାର ଅବସ୍ଥା
							ଉଦାହରଣ : 
							ମନ୍ତ୍ରୀମାନେ ଅରାଜକତାର ମନଇଚ୍ଛା ଲାଭ ଉଠାଇଲେ
							
ସମକକ୍ଷ : ଅରାଜକତା, ରାଜାଶୂନ୍ୟତା
ଅନ୍ୟ ଭାଷାରେ ଅନୁବାଦ :
A state of lawlessness and disorder (usually resulting from a failure of government).
anarchy, lawlessness