ଅର୍ଥ : କୌଣସି ଉତ୍ସବ ବା ବିହାର ଆଦିରେ ସାରା ରାତି ଅନିଦ୍ରା ରହି କଟାଇବାର କ୍ରିୟା
						 
						 
					
							ଉଦାହରଣ : 
							ଆଇଆଇଟିରେ ମୂଡଆଇ ଉଜାଗର ବହୁତ ସାଧାରଣ କଥା
							
					
							ସମକକ୍ଷ : 
							ଉଜାଗର
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												किसी उत्सव या विहार आदि में सारी रात जागकर बिताने की क्रिया।
												आईआईटी में मूडआई के समय रतगजा बहुत आम बात है।
														
													रतजगा