ଅର୍ଥ : ଗଛଲତା ବା ସେଗୁଡିକର ଅଙ୍ଗରେ ମିଳୁଥିବା ତନ୍ତୁଭଳି ଅଂଶ
							ଉଦାହରଣ : 
							ମଞ୍ଜିଉପରେ ଥିବା ଆଁଶୁ ସେଗୁଡ଼ିକର ସ୍ଥାନାନ୍ତରଣରେ ସହାୟକ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶରୀରର ଅଧିକ କ୍ଷୁଦ୍ର ଓ ପତଳା ବାଳ
							ଉଦାହରଣ : 
							ଭୟ ଯୋଗୁଁ ଶ୍ୟାମର ଲୋମ ଟାଙ୍କୁରି ଉଠିଲା
							
ଅନ୍ୟ ଭାଷାରେ ଅନୁବାଦ :