ଅର୍ଥ : ହରିଣର ଚାରିଗୋଡ଼ରେ ଡେଇଁଡେଇଁ ଦୌଡ଼ିବା
							ଉଦାହରଣ : 
							ଜଙ୍ଗଲରେ ହରିଣମାନେ ଡିଆଁଡେଇଁ କରୁଥିଲେ
							
ସମକକ୍ଷ : କୁଦାମାରିବା, ଡିଆଁଡେଇଁ କରିବା
ଅନ୍ୟ ଭାଷାରେ ଅନୁବାଦ :
हिरन का दौड़ना जिसमें वह चारों पैर फेंकता है।
जंगल में हिरन चौकड़ी भर रहे थे।ଅର୍ଥ : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							ଉଦାହରଣ : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
ସମକକ୍ଷ : କୁଦା ମାରିବା, କୁଦିବା, ଡେଇଁବା