ଅର୍ଥ : ନଦୀ, ସମୁଦ୍ରଆଦିର ପାଣିରେ ଅଳ୍ପ ଦୂରରେ କିଛି ସମୟ ରହିରହି ଉଠୁଥିବା ଜଳରାଶି ଯାହା ବାରମ୍ବାର ଆଗକୁ ମାଡ଼ିଆସିବା ପରି ଜଣାପଡ଼େ
							ଉଦାହରଣ : 
							ସମୁଦ୍ରର ଲହଡ଼ି ବେଳାଭୂମିରେ ବାଧାପାଇ ଉପରକୁ ଉଠୁଅଛି
							
ଅନ୍ୟ ଭାଷାରେ ଅନୁବାଦ :
One of a series of ridges that moves across the surface of a liquid (especially across a large body of water).
moving ridge, wave