ଅର୍ଥ : କାଗଜ ଉପରେ ଲେଖା ହୋଇଥିବା
							ଉଦାହରଣ : 
							ସେ ବିଚାରପତିଙ୍କ ଆଗରେ କାଗଜ ଲିଖିତ ପ୍ରମାଣ ଦାଖଲ କଲେ
							
ସମକକ୍ଷ : କାଗଜ ଲିଖିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଲେଖାରେ ଅଙ୍କିତ ହୋଇଛି ବା ଯାହାକୁ ଲେଖା ଯାଇଛି
							ଉଦାହରଣ : 
							ସେ ଆୟ ବ୍ୟୟର ଲିଖିତ ହିସାବ ଦେଖୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲିପି ରୂପରେ ଅଣାହୋଇଥିବା ବା ଲେଖାହୋଇଥିବା
							ଉଦାହରଣ : 
							ଏହି କଥାକୁ ସ୍ପଷ୍ଟ କରିବାପାଇଁ ମୋ ପାଖରେ ଲିଖିତ ପ୍ରମାଣ ଅଛି
							
ସମକକ୍ଷ : ଲିପିବଦ୍ଧ
ଅନ୍ୟ ଭାଷାରେ ଅନୁବାଦ :