ଅର୍ଥ : ଖାଦ୍ୟପଦାର୍ଥରେ ଏକ ବିଶେଷ ଧରଣର ସ୍ୱାଦ ପାଇବାପାଇଁ ଅଳ୍ପ ପରିମାଣରେ ପକାଯାଉଥିବା ଏକ ପ୍ରକାର କ୍ଷାର ପଦାର୍ଥ
							ଉଦାହରଣ : 
							ଲୁଣ ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରେ
							
ସମକକ୍ଷ : ଲବଣ
ଅନ୍ୟ ଭାଷାରେ ଅନୁବାଦ :
White crystalline form of especially sodium chloride used to season and preserve food.
common salt, salt, table salt