ଅର୍ଥ : ଯେଉଁ ଗ୍ୟାସ ପ୍ରଭାବରେ ଆଖିରେ ଲୁହ ଭର୍ତ୍ତି ହୋଇଯାଏ ଓ କଷ୍ଟ ହୁଏ
							ଉଦାହରଣ : 
							ସିପାହୀମାନେ ଭିଡ଼କୁ ଛିନଛତ୍ର କରିବାପାଇଁ ଲୁହବୁହା ଗ୍ୟାସ୍ ଗୁଳା ଛାଡ଼ିଲେ
							
ଅନ୍ୟ ଭାଷାରେ ଅନୁବାଦ :
A gas that makes the eyes fill with tears but does not damage them. Used in dispersing crowds.
lachrymator, lacrimator, tear gas, teargas