ଅର୍ଥ : ଲେଖାଇବା କାମ
							ଉଦାହରଣ : 
							ଗୁରୁଜୀ ପିଲାଙ୍କୁ ବର୍ଣ୍ଣବୋଧ ଲେଖାଇବା ପରେ ବର୍ତ୍ତମାନ ପଣିକିଆ ଲେଖାଉଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନ୍ୟ କାହାଦ୍ୱାରା ଲେଖିବାକାମ କରାଇବା
							ଉଦାହରଣ : 
							ମାଆ ପିଲାଟିଦ୍ୱାରା ଚିଠି ଲେଖାଉଛନ୍ତି
							
ସମକକ୍ଷ : ଲିଖନ କରାଇବା, ଲିପିବଦ୍ଧ କରାଇବା
ଅନ୍ୟ ଭାଷାରେ ଅନୁବାଦ :