ଅର୍ଥ : ଅଣ୍ଟାରେ ବନ୍ଧା ଯାଉଥିବା ଏକ ପୋଷାକ ଯେଉଁଥିରେ କେବଳ ଯୌନାଙ୍ଗ ଏବଂ ନିତମ୍ବ ଢାଙ୍କି ହୋଇ ରହେ
							ଉଦାହରଣ : 
							ବ୍ୟାୟାମଶାଳାରେ ଲୋକେ କାଛା ପିନ୍ଧି ବ୍ୟାୟାମ କରନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛୋଟ କୌପୁନି
							ଉଦାହରଣ : 
							ଛୋଟ ପିଲାଙ୍କୁ କୌପୀନ ପିନ୍ଧାଯାଏ
							
ଅନ୍ୟ ଭାଷାରେ ଅନୁବାଦ :