ଅର୍ଥ : ଯେଉଁ ମହିଳା ରୋଗୀମାନଙ୍କର ଚିକିତ୍ସା କରନ୍ତି
							ଉଦାହରଣ : 
							ଡାକ୍ତରାଣୀଙ୍କ ପାଖରେ ଚିକିତ୍ସା କରାଇବାକୁ ଅଧିକତର ମହିଳା  ପସନ୍ଦ କରନ୍ତି
							
ସମକକ୍ଷ : ଚିକିତ୍ସିକା, ଡାକ୍ତରାଣୀ, ଲେଡ଼ି ଡକ୍ଟର
ଅନ୍ୟ ଭାଷାରେ ଅନୁବାଦ :
वह महिला जिसे चिकित्सका करने का लाइसेंस प्राप्त हो।
ज़्यादातर महिलाएँ डॉक्टरनी से इलाज करवाना पसंद करती हैं।