ଅର୍ଥ : ଜନସାଧାରଣ ବିଶେଷତଃ ଗ୍ରାମ ଲୋକମାନଙ୍କରେ ପ୍ରଚଳିତ ଗଳ୍ପ ବା କାହାଣୀ
							ଉଦାହରଣ : 
							ପିଲାଦିନେ ଆଈଠାରୁ ଲୋକକଥା ଶୁଣିବାପାଇଁ ମୁଁ ସବୁବେଳେ ଜିଦ୍ କରୁଥିଲି
							
ସମକକ୍ଷ : ଲୋକଗଳ୍ପ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏଭଳି କଥା ଯାହା ଲୋକେ ପରଂପରା ଅନୁସାରେ ଶୁଣି ଆସୁଛନ୍ତି କିନ୍ତୁ ଯାହାର ସଠିକ ପ୍ରମାଣ ନାହିଁ
							ଉଦାହରଣ : 
							ଏହି ମନ୍ଦିର ସର୍ମ୍ପକରେ ଅନେକ କିମ୍ବଦନ୍ତୀ ପ୍ରଚଳିତ
							
ସମକକ୍ଷ : କିମ୍ବଦନ୍ତୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଲୋକରେ ପ୍ରଚଳିତ
							ଉଦାହରଣ : 
							ମୋହନ ଲୋକକାହାଣୀ ବହୁତ ଧ୍ୟାନ ଦେଇ ଶୁଣେ
							
ସମକକ୍ଷ : ଲୋକ ପ୍ରଚଳିତ କାହାଣୀ, ଲୋକକାହାଣୀ
ଅନ୍ୟ ଭାଷାରେ ଅନୁବାଦ :
Widely known and esteemed.
A famous actor.