ଅର୍ଥ : କୌଣସି ଜିନିଷର ଖୁଣ,ଖରାପ ବା କ୍ଷୀଣ ହେବା ଅଥବା କାହାରି ଦ୍ବାରା ନଷ୍ଟ କରାଯିବା ଦ୍ବାରା ହେଉଥିବା କ୍ଷତି
						 
						 
					
							ଉଦାହରଣ : 
							ଆପଣଙ୍କ କାନ୍ଥ ଯେଉଁ କ୍ଷତି  ଘଟାଇଛି ତାହା ଆପଣଙ୍କୁ ଭରଣା କରିବାକୁ ହେବ
							
					
							ସମକକ୍ଷ : 
							ଅନିଷ୍ଟ, କ୍ଷତି, କ୍ଷୟ, ହାନି
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												किसी मूर्त या अमूर्त चीज के खोने, खराब या क्षीण होने अथवा किसी के द्वारा नष्ट किए जाने पर होने वाली हानि।
												आपने घर की दीवार को जो क्षति पहुँचाई है उसकी आपको भरपाई करनी होगी।
														
													क्षति, 
नुकसान, 
नुक़सान, 
हरज़ा, 
हरजा, 
हर्ज़ा, 
हर्जा, 
हानि