ଅର୍ଥ : ନଂପୁସକ ଅବସ୍ଥା ବା ଭାବ
							ଉଦାହରଣ : 
							ନଂପୁସକତା ଗୁଣ ଶିଖଣ୍ଡୀଙ୍କ ଭିତରେ ଥିଲା
							
ସମକକ୍ଷ : କ୍ଳୀବତା, କ୍ଳୀବତ୍ୱ, ନଂପୁସକତା, ନପୁଂସକତ୍ୱ, ପୌରୁଷହୀନତା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବଳ ବା ଶକ୍ତି ନ ହେବା ବା ବହୁତ କମହେବାର ଅବସ୍ଥା
							ଉଦାହରଣ : 
							ଦୁର୍ବଳତାହେତୁ ମହେଶ ଚାଲି ପାରୁନି
							
ସମକକ୍ଷ : ଅସାମର୍ଥ୍ୟତା, ଦୁର୍ବଳତା, ଦୌର୍ବଲ୍ୟ, ବଳହୀନତା
ଅନ୍ୟ ଭାଷାରେ ଅନୁବାଦ :