ଅର୍ଥ : ଯାହା ଶବ୍ଦରେ ବ୍ୟକ୍ତ କରିହୁଏ ନାହିଁ
							ଉଦାହରଣ : 
							ଶବ୍ଦହୀନ ହାବଭାବରେ ମଧ୍ୟ ବହୁତ କିଛି କୁହାଯାଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
Not made explicit.
The unexpressed terms of the agreement.ଅର୍ଥ : ଧ୍ୱନିରହିତ ବା ଯେଉଁଥିରେ ଶବ୍ଦ ନାହିଁ
							ଉଦାହରଣ : 
							ରାତି ନିଶବ୍ଦ ଥିଲା ଏବଂ ସେ ଛାତ ଉପରେ ଛିଦା ହୋଇ ତାରାଗୁଡ଼ିକୁ ଦେଖୁଥିଲା
							
ସମକକ୍ଷ : ନିଶବ୍ଦ