ଅର୍ଥ : ଯେଉଁ ହିନ୍ଦୁ ସମ୍ପ୍ରଦାୟର ଅନୁଗାମୀ ମାଆ ଶକ୍ତିଙ୍କ ଉପାସକ
							ଉଦାହରଣ : 
							ଶାକ୍ତ ସମ୍ପ୍ରଦାୟରେ ମାଆ ଶକ୍ତିଙ୍କୁ ସର୍ବଶକ୍ତିମାନ ବୋଲି ଗ୍ରହଣ କରାଯାଏ
							
ସମକକ୍ଷ : ଶାକ୍ତ ସମ୍ପ୍ରଦାୟ
ଅନ୍ୟ ଭାଷାରେ ଅନୁବାଦ :
हिन्दुओं का एक सम्प्रदाय जिसके अनुयायी माँ शक्ति के उपासक हैं।
शाक्त सम्प्रदाय में माँ शक्ति को सर्व शक्तिमान माना जाता है।