ଅର୍ଥ : ଶଙ୍ଖ ଆଦି ଭଳି କଠିନ ଆବରଣ ଭିତରେ ରହୁଥିବା ଏକ ଜଳଜନ୍ତୁ
							ଉଦାହରଣ : 
							ଶାମୁକା ପାଣିରେ ଧୀରେଧୀରେ ଆଗକୁ ଯାଉଛି
							
ସମକକ୍ଷ : ଶିପ
ଅନ୍ୟ ଭାଷାରେ ଅନୁବାଦ :
Marine or freshwater mollusks having a soft body with platelike gills enclosed within two shells hinged together.
bivalve, lamellibranch, pelecypodଅର୍ଥ : ଶାମୁକା ନାମକ ଜନ୍ତୁର ଆବରଣ
							ଉଦାହରଣ : 
							ମାଆ ଶାମୁକାରେ ଆମ୍ବ ଛେଲୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
सीप नामक जंतु का आवरण।
माँ सीपी से आम छील रही है।