ଅର୍ଥ : ଯେଉଁ ପକ୍ଷ ବା ଦଳ ହାତରେ ସତ୍ତା ଥାଏ
							ଉଦାହରଣ : 
							ସଂସଦରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୁମୁଳ ଟଣାଓଟରା ଚାଲିଛି
							
ସମକକ୍ଷ : ଶାସକ ଦଳ
ଅନ୍ୟ ଭାଷାରେ ଅନୁବାଦ :
वह पक्ष या दल जिसके हाथ में सत्ता हो।
संसद में सत्ता पक्ष और विरोधी पक्ष में बहुत खींचातानी चल रही है।