ଅର୍ଥ : ଗୁରୁଙ୍କ ପଦ
							ଉଦାହରଣ : 
							ଶିକ୍ଷକତାରେ ନିଜର ମହତ୍ବ ଥାଏ କିନ୍ତୁ ବିଳମ୍ବରେ ତାହା ବୁଝାପଡେ
							
ଅନ୍ୟ ଭାଷାରେ ଅନୁବାଦ :
The position of teacher.
teachershipଅର୍ଥ : ମାଷ୍ଟରର କାମ
							ଉଦାହରଣ : 
							ସେ ବହୁତ ପୂର୍ବରୁ ମାଷ୍ଟରି ଛାଡ଼ିଦେଲେ
							
ସମକକ୍ଷ : ମାଷ୍ଟରି
ଅନ୍ୟ ଭାଷାରେ ଅନୁବାଦ :
The profession of a teacher.
He prepared for teaching while still in college.