ଅର୍ଥ : ଆସୁଥିବା ବ୍ୟକ୍ତିଙ୍କୁ ଆଦର ବା ସମ୍ନାନ ଦେଖାଇବା
							ଉଦାହରଣ : 
							ଭଗବାନ ଶ୍ରୀକୃଷ୍ଣ ବିଦୂରଙ୍କୁ ଅତିଥିସତ୍କାର କରି ବହୁତ ପ୍ରସନ୍ନ ହେଲେ  ବିଦେଶୀ ଲୋକେ ଭାରତୀୟ ଶିଷ୍ଟାଚାରରେ ବହୁତ ପ୍ରଭାବିତ ହୋଇଥାନ୍ତି
							
ସମକକ୍ଷ : ଅତିଥିସତ୍କାର, ଅତିଥିସେବା
ଅନ୍ୟ ଭାଷାରେ ଅନୁବାଦ :
अतिथि का आदर या सम्मान।
भगवान कृष्ण विदुर के अतिथि-सत्कार से बहुत ही प्रसन्न हुए।ଅର୍ଥ : ଶିଷ୍ଟ ବା ସଭ୍ୟ ଆଚରଣ
							ଉଦାହରଣ : 
							ଶିଷ୍ଟାଚାରଯୋଗୁଁ ମଣିଷ ସମାଜରେ ସମ୍ମାନ ପାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶିଷ୍ଟ ରୂପରେ ବା ଶିଷ୍ଟତା ସହିତ
							ଉଦାହରଣ : 
							ସମସ୍ତଙ୍କ ସହିତ ଶିଷ୍ଟତା ସହ ବ୍ୟବହାର କରିବା ଆବଶ୍ୟକ
							
ସମକକ୍ଷ : ଶାଳୀନତା ସହ, ଶିଷ୍ଟତାପୂର୍ବକ, ଶିଷ୍ଟତାସହ, ସଭ୍ୟଭାବେ
ଅନ୍ୟ ଭାଷାରେ ଅନୁବାଦ :
शिष्ट रूप से या शिष्टता के साथ।
सबके साथ शिष्टतः व्यवहार करना चाहिए।