ଅର୍ଥ : ଆକାରରେ ବଡ଼ ହୋଇଥିବା ଗୋଟିଏ ଚିର ହରିତ ବୃକ୍ଷ
							ଉଦାହରଣ : 
							ସପ୍ତପର୍ଣିର ଛାଲି  ଔଷଧ ରୂପରେ ବ୍ୟବହୃତ ହୁଏ
							
ସମକକ୍ଷ : ବିଷମପଲାଶ, ସପ୍ତପତ୍ର, ସପ୍ତପର୍ଣି, ସୁପର୍ଣକ
ଅନ୍ୟ ଭାଷାରେ ଅନୁବାଦ :
Evergreen tree of eastern Asia and Philippines having large leathery leaves and small green-white flowers in compact cymes. Bark formerly used medicinally.
alstonia scholaris, devil tree, dita, dita bark