ଅର୍ଥ : ମଙ୍ଗଳ କାର୍ଯ୍ୟଆଦି ନିମନ୍ତେ କରାଯାଉଥିବା ଉତ୍ସବ
							ଉଦାହରଣ : 
							ପୁଅର ଜନ୍ମଦିନରେ ସେ ମଙ୍ଗଳୋତ୍ସବର ଆୟୋଜନ କଲେ
							
ସମକକ୍ଷ : ମଙ୍ଗଳୋତ୍ସବ, ମାଙ୍ଗଳିକ କାର୍ଯ୍ୟକ୍ରମ
ଅନ୍ୟ ଭାଷାରେ ଅନୁବାଦ :
वह उत्सव जो मंगल कार्य आदि के दौरान किया जाता है।
बेटे के जन्मदिवस पर उसने मंगलोत्सव का आयोजन किया।