ଅର୍ଥ : ଅଣ୍ଡିରା ଶିଆଳ
							ଉଦାହରଣ : 
							ଅଣ୍ଡିରା ଶିଆଳ ଓ ମାଈ ଶିଆଳକୁ ଦୂରରୁ ଦେଖିକରି ତଫାତ କରିବା କଠିନ ହୋଇଥାଏ
							
ସମକକ୍ଷ : ଅଣ୍ଡିରା ବିଲୁଆ, ଅଣ୍ଡିରା ଶିଆଳ, ଅଣ୍ଡିରା ଶୃଗାଳ, ଅଣ୍ଡିରା ସିଆଳ, ବିଲୁଆ, ଶିଆଳ, ସିଆଳ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୁକୁର ଭଳି ଏକ ଜଙ୍ଗଲୀ ପଶୁ
							ଉଦାହରଣ : 
							ବିଲୁଆ ଏକ ମାଂସାହାରୀ ପ୍ରାଣୀ
							
ଅନ୍ୟ ଭାଷାରେ ଅନୁବାଦ :
कुत्ते की तरह का एक जंगली पशु।
गीदड़ एक मांसाहारी प्राणी है।