ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
							ଉଦାହରଣ : 
							ସଂଯୁକ୍ତର ପ୍ରତ୍ୟେକ ପାଦରେ ଗୋଟିଏ ସଗଣ, ଦୁଇଟି ଜଗଣ ଏବଂ ଗୋଟିଏ ଗୁରୁ ହୁଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯୋଡ଼ି ହୋଇ ବା ଲାଗିକରି
							ଉଦାହରଣ : 
							ସମାସରେ ସଂଯୁକ୍ତ ଶବ୍ଦ ଥାଏ
							
ସମକକ୍ଷ : ଅବିଭକ୍ତ, ମିଶ୍ରିତ, ଯୋଗ, ସଂଶ୍ଳିଷ୍ଟ, ସମ୍ମିଶ୍ରିତ
ଅନ୍ୟ ଭାଷାରେ ଅନୁବାଦ :
Being joined in close association.
Affiliated clubs.