ଅର୍ଥ : ଦ୍ବିଜ ଜାତୀୟମାନଙ୍କ ନିମନ୍ତେ ବିହିତ ସଂସ୍କାର କରିବା କ୍ରିୟା
							ଉଦାହରଣ : 
							ପଣ୍ଡିତେ ବର୍ତ୍ତମାନ ସଂସ୍କରଣରେ ଲାଗିଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭଲ,ନୂଆ ଏବଂସୁନ୍ଦର ରୂପ ଦେବାର କ୍ରିୟା
							ଉଦାହରଣ : 
							ଏବେ ଏଥିରେ ଆହୁରି ଅଧିକ ସଂସ୍କରଣର ଆବଶ୍ୟକତା ରହିଛି