ଅର୍ଥ : ବ୍ୟାପକ ରୂପେ ଜନତାଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ନିମନ୍ତେ ବ୍ୟବହୃତ ସାଧନ
							ଉଦାହରଣ : 
							ଟିଭି, ରେଡିଓ ଆଦି ସଞ୍ଚାର ମାଧ୍ୟମ
							
ସମକକ୍ଷ : ମିଡିଆ
ଅନ୍ୟ ଭାଷାରେ ଅନୁବାଦ :
व्यापक रूप से जनता तक संदेश पहुँचाने के लिए प्रयुक्त साधन।
टीवी, रेडियो आदि संचार माध्यम हैं।