ଅର୍ଥ : ଯାହାର କୌଣସି ସନ୍ତାନ ନାହିଁ
							ଉଦାହରଣ : 
							ନିଃସନ୍ତାନ ଶୁକ୍ଳା ଦମ୍ପତ୍ତି ଅନାଥାଶ୍ରମରୁ ଗୋଟିଏ ପିଲାକୁ ପୋଷ୍ୟପୁତ୍ର କଲେ
							
ସମକକ୍ଷ : ଅନପତ୍ୟ, ନିଃସନ୍ତାନ, ସନ୍ତାନ ରହିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ସନ୍ତାନ ହୁଏନାହିଁ(ପୁରୁଷ)
							ଉଦାହରଣ : 
							ସନ୍ତାନହୀନ ମଙ୍ଗଳ ଦ୍ୱିତୀୟ ବିବାହ କରିବାକୁ ମନାକରିଦେଲେ
							
ସମକକ୍ଷ : ଆଣ୍ଠୁକୁଡ଼ା
ଅନ୍ୟ ଭାଷାରେ ଅନୁବାଦ :