ଅର୍ଥ : ଦେବ ମନ୍ଦିରର ଗର୍ଭଗୃହ ସମ୍ମୁଖର ଏକ ସ୍ଥାନ ଯେଉଁଠି ଭକ୍ତମାନେ ବସି ଭଜନ କୀର୍ତ୍ତନ କରନ୍ତି
							ଉଦାହରଣ : 
							ଏହି ମନ୍ଦିରର ସଭାମଣ୍ଡପ ବହୁତ ଛୋଟ
							
ସମକକ୍ଷ : ଜଗମୋହନ
ଅନ୍ୟ ଭାଷାରେ ଅନୁବାଦ :
A hall where many people can congregate.
assembly hallଅର୍ଥ : ଏହି ସ୍ଥାନ ଯେଉଁଠି କୋଣସି ସଭା ବା ସମାଜ ଏକତ୍ର ହୋଇଥାନ୍ତି
							ଉଦାହରଣ : 
							ସଭାମଣ୍ଡପରେ ଆସୀନ  ଜଣେ ଜଣଙ୍କୁ ବଳି ବିଦ୍ୱାନ
							
ସମକକ୍ଷ : ସଭାମଞ୍ଚ
ଅନ୍ୟ ଭାଷାରେ ଅନୁବାଦ :
A hall where many people can congregate.
assembly hall