ଅର୍ଥ : ପ୍ରାଚୀନ କାଳର ବିଦ୍ୱାନ ବ୍ରାହ୍ମଣମାନଙ୍କ ସଭା ଯେଉଁଥିରେ ରାଜା ସମୟେ ସମୟେ କୌଣସି ବିଷୟ ଉପରେ ମସୁଧା ଦେବାପାଇଁ ଆୟୋଜନ କରୁଥିଲେ
							ଉଦାହରଣ : 
							ରାଜା ପରିଷଦଠାରୁ ପରାମର୍ଶ ମାଗିଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସଭା ବା ସମାଜରେ ସମ୍ମିଳିତ ବ୍ୟକ୍ତି
							ଉଦାହରଣ : 
							ସେ କେତେକ ସଂସ୍ଥାର ସଦସ୍ୟ ଅଛନ୍ତି
							
ସମକକ୍ଷ : ସଦସ୍ୟ
ଅନ୍ୟ ଭାଷାରେ ଅନୁବାଦ :
One of the persons who compose a social group (especially individuals who have joined and participate in a group organization).
Only members will be admitted.