ଅର୍ଥ : ଶରୀରର ପଞ୍ଚବାୟୁ ମଧ୍ୟରୁ ଗୋଟିଏ ଯାହା ପାଚକ ଅଗ୍ନି ନିକଟସ୍ଥ ଆମାଶୟ ଓ ଗ୍ରହଣୀରେ ରହେ
						 
						 
					
							ଉଦାହରଣ : 
							ସମାନବାୟୁର କାର୍ଯ୍ୟ ହେଉଛି ଖାଦ୍ୟ ପାଚନ କରିବା, ଅଗ୍ନିକୁ ବଳ ପ୍ରଦାନ କରିବା ତଥା ରସ,ମଳ ଓ ମୂତ୍ରକୁ ପୃଥକ କରିବା
							
					
							ସମକକ୍ଷ : 
							ସମାନ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												शरीरस्थ पाँचवायु में से एक जो पाचक अग्नि के समीप आमाशय और ग्रहणी में रहती है।
												समान वायु का कार्य अन्न को पचाना,अग्नि को बल प्रदान करना तथा रस, पुरीष और मूत्र को पृथक करना है।
														
													समान, 
समान वायु, 
समानवायु