ଅର୍ଥ : ପେଟେଇ ଚାଲୁଥିବା ଅମେରୁଦଣ୍ଡୀ ପ୍ରାଣୀ
							ଉଦାହରଣ : 
							ସାପ, ଝିଟିପିଟି, କଇଁଚଆଦି ସରୀସୃପ ପ୍ରାଣୀ
							
ଅନ୍ୟ ଭାଷାରେ ଅନୁବାଦ :
रेंगकर चलने वाला असमतापी कशेरुकी।
साँप, छिपकली, कछुआ आदि सरीसृप जीव हैं।ଅର୍ଥ : ଯେ ପେଟେଇ ଚାଲେ
							ଉଦାହରଣ : 
							ସାପ ଗୋଟିଏ ସରୀସୃପ ଜନ୍ତୁ
							
ସମକକ୍ଷ : ଘୁଷୁରିବାବାଲା, ପେଟେଇବଲା
ଅନ୍ୟ ଭାଷାରେ ଅନୁବାଦ :
Of or relating to the class Reptilia.
reptilian