ଅର୍ଥ : ଯାହା ସମସ୍ତଙ୍କ ପାଇଁ
							ଉଦାହରଣ : 
							ସୁଲଭ ଶୌଚାଳୟ ସର୍ବସାଧାରଣଙ୍କ ସୁବିଧାପାଇଁ ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
जो सबके के लिए हो।
सुलभ सौचालय सर्वसामान्य लोगों की सुविधा के लिए है।ଅର୍ଥ : ଯାହା ସବୁଥିରେ ସାଧାରଣ ରୂପରେ ମିଳେ
							ଉଦାହରଣ : 
							ଗତିଶୀଳତା ପ୍ରଣୀମାନଙ୍କ ସର୍ବସାଧାରଣ ଗୁଣ
							
ସମକକ୍ଷ : ଅତି ସାଧାରଣ, ସର୍ବସାମାନ୍ୟ
ଅନ୍ୟ ଭାଷାରେ ଅନୁବାଦ :
जो सबमें सामान्य रूप से पाया जाता हो।
गतिशीलता प्राणियों का सर्वसामान्य गुण है।