ଅର୍ଥ : ଏକରୁ ଅଧିକ ଲୋକ ବା ଲୋକସମୂହ ଏକାଠି ମିଶି କୌଣସି କାର୍ଯ୍ୟ କରିବା ପ୍ରକ୍ରିୟା
							ଉଦାହରଣ : 
							ଚାରୋଟି ଦେଶର ସହଯୋଗରେ ଏହି ସମ୍ମିଳନୀର ଅୟୋଜନ କରାଯାଇଛି
							
ସମକକ୍ଷ : ସହଯୋଗ, ସହଯୋଗିତା ସହକାରିତା
ଅନ୍ୟ ଭାଷାରେ ଅନୁବାଦ :
Joint operation or action.
Their cooperation with us was essential for the success of our mission.ଅର୍ଥ : କୌଣସି କାମରେ ସହଭାଗୀ ବା ଭାଗନେବାର ପ୍ରକ୍ରିୟା
							ଉଦାହରଣ : 
							ଏହି ବେପାରରେ ମୋ ବଡ଼ଭାଇଙ୍କ ସହଭାଗିତା ଅଛି
							
ସମକକ୍ଷ : ଅଂଶ
ଅନ୍ୟ ଭାଷାରେ ଅନୁବାଦ :
The act of sharing in the activities of a group.
The teacher tried to increase his students' engagement in class activities.