ଅର୍ଥ : ଦେହର ଉପରିଭାଗ ମଖମଲଭଳି ନରମ ଓ ଚିକଚିକ ହେଉଥିବା ଲାଲ ରଙ୍ଗର ଏକ ପୋକ
						 
						 
					
							ଉଦାହରଣ : 
							ପିଲାଦିନେ ଆମେ ସାଧବବୋହୂ ପୋକକୁ ହାତ ପାପୁଲିରେ ରଖି ଖେଳୁଥିଲୁ
							
					
							ସମକକ୍ଷ : 
							ସାଧବବୋହୂ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												एक लाल रंग का कीड़ा जिसका ऊपरी भाग मखमल की तरह नरम और चमकदार होता है।
												बचपन में हम मखमली कीट को हथली पर रखकर खेला करते थे।
														
													मखमली कीट