ଅର୍ଥ : ଯେ କୌଣସି ବ୍ୟବସାୟ କରେ
							ଉଦାହରଣ : 
							ଦାବି କରାଯାଇଥିବା ଟଙ୍କା ନ ମିଳିବାରୁ ଅପହରଣକାରୀମାନେ ବ୍ୟବସାୟୀଙ୍କୁ ହତ୍ୟାକଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଇସା ଦେବାନେବା କରିବା ବ୍ୟକ୍ତି
							ଉଦାହରଣ : 
							ମତେ ସାହୁକାରର ଋଣ ଶୁଝିବାକୁ ହେବ
							
ଅନ୍ୟ ଭାଷାରେ ଅନୁବାଦ :