ଅର୍ଥ : ଗୋଟିଏ ଛୋଟ ମିଠା ସୁଗନ୍ଧଯୁକ୍ତ ଆମ୍ବ
							ଉଦାହରଣ : 
							ସେ ଫଳ ଦୋକାନରୁ ଦୁଇ କିଲୋ ସୁନ୍ଦରୀ ଆମ୍ବ କିଣିଲା
							
ସମକକ୍ଷ : ସୁନ୍ଦରୀ ଆମ୍ବ
ଅନ୍ୟ ଭାଷାରେ ଅନୁବାଦ :
मीठी सुगंधवाला एक छोटा आम।
उसने फल की दुकान से दो किलो सिंदूरिया खरीदे।Large oval tropical fruit having smooth skin, juicy aromatic pulp, and a large hairy seed.
mango