ଅର୍ଥ : ଯେଉଁଥିରେ ସୁଗନ୍ଧ ଅଛି
							ଉଦାହରଣ : 
							ଗୋଲାପ ଗୋଟିଏ ସୁଗନ୍ଧିତ ପୁଷ୍ପ
							
ସମକକ୍ଷ : ସୁଗନ୍ଧପୂର୍ଣ୍ଣ, ସୁବାସିତ, ସୁରଭିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଗନ୍ଧ ସହ ଯୁକ୍ତ
							ଉଦାହରଣ : 
							ମୋ ବଗିଚାରେ ଅନେକ ପ୍ରକାର ସୁଗନ୍ଧିତ ଫୁଲର ଗଛ ଅଛି
							
ସମକକ୍ଷ : ଗନ୍ଧଯୁକ୍ତ, ବାସଯୁକ୍ତ, ବାସ୍ନାଯୁକ୍ତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୁଗନ୍ଧିତ କରାଯାଇଥିବା
							ଉଦାହରଣ : 
							ବଜାରରେ ବିଭିନ୍ନ ପ୍ରକାରର କୃତ୍ରିମ ସୁବାସିତ ଫୁଲ ମିଳୁଛି
							
ସମକକ୍ଷ : ସୁବାସିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମାଟି ଉପରେ ବର୍ଷାର ପ୍ରଥମ ପାଣି ପଡ଼ିବା ବା ଭଜା ହୋଇଥିବା ବୁଟ,ବେସନ ଆଦିରୁ ବାହାରୁଥିବା(ସୁଗନ୍ଧ)
							ଉଦାହରଣ : 
							ବାସନ ପାଖରେ ପହଞ୍ଚିଲା ବେଳକୁ ସୁଗନ୍ଧିତ ମହକ ଆସିବାକୁ ଲାଗିଲା
							
ଅନ୍ୟ ଭାଷାରେ ଅନୁବାଦ :