ଅର୍ଥ : କୌଣସି କଥାର ଅସ୍ଥିତ୍ୱ ବା ଲକ୍ଷଣ ଆଦି ସୂଚାଉଥିବା ତତ୍ତ୍ୱ ବା କାର୍ଯ୍ୟ ଆଦି
							ଉଦାହରଣ : 
							କଳା ମେଘରେ ଆଚ୍ଛନ୍ନ ଆକାଶ ବର୍ଷାର ସୂଚକ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କହିବା ବା ବତେଇବା ବ୍ୟକ୍ତି
							ଉଦାହରଣ : 
							ବେଦାନ୍ତ ଯେଉଁ ଅର୍ଥର ବାଚକ, ସେହି ଅର୍ଥକୁ ଗ୍ରହଣ ନ କଲେ ସଂସାରର ଧର୍ମ ଗୋଟିଏ ହେବନାହିଁ
							
ସମକକ୍ଷ : ଦ୍ୟୋତକ, ବାଚକ, ବାଚୀ, ବୋଧକ
ଅନ୍ୟ ଭାଷାରେ ଅନୁବାଦ :
(usually followed by `of') pointing out or revealing clearly.
Actions indicative of fear.