ଅର୍ଥ : ସେହି ସମୟ
							ଉଦାହରଣ : 
							ଯେତେବେଳେ ରାମ ଏଠାକୁ ଆସିଥିଲା, ସେତେବେଳେ ତୁମେ କେଉଁଠାରେ ଥିଲ ?
							
ସମକକ୍ଷ : ସେହି ସମୟରେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତା ପରେ
							ଉଦାହରଣ : 
							ମୁଁ ତାକୁ ସେତେବେଳେ ମାରିଲି, ଯେତେବେଳେ ସେ ମୋତେ ଗାଳି ଦେଲା
							
ଅନ୍ୟ ଭାଷାରେ ଅନୁବାଦ :
In that case or as a consequence.
If he didn't take it, then who did?.