ଅର୍ଥ : ସେନାର ପ୍ରଧାନ ଏବଂ ସବୁଠାରୁ ବଡ଼ ଅଧିକାରୀ
							ଉଦାହରଣ : 
							ମୋହନ ଜଣେ କୁଶଳ ସେନାପତି
							
ସମକକ୍ଷ : ସେନାଧିପତି, ସେନାଧ୍ୟକ୍ଷ, ସେନାନାୟକ
ଅନ୍ୟ ଭାଷାରେ ଅନୁବାଦ :
सेना का प्रधान और सबसे बड़ा अधिकारी।
मोहन एक कुशल सेनापति है।The officer who holds the supreme command.
In the U.S. the president is the commander in chief.ଅର୍ଥ : ଭାରତର ମଣିପୁର ରାଜ୍ୟର ଏକ ସହର
							ଉଦାହରଣ : 
							ବକ୍ତା ମହାଶୟ ସେନାପତି ସହରରୁ ଆସୁଛନ୍ତି
							
ସମକକ୍ଷ : ସେନାପତି ସହର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧୃତରାଷ୍ଟ୍ରଙ୍କ ଜଣେ ପୁତ୍ର
							ଉଦାହରଣ : 
							ସେନାପତିଙ୍କ ବର୍ଣ୍ଣନା ଧାର୍ମିକ ଗ୍ରନ୍ଥରେ ମିଳେ
							
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଭାରତର ମଣିପୁର ରାଜ୍ୟର ଏକ ଜିଲ୍ଲା
							ଉଦାହରଣ : 
							ସେନାପତି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ସେନାପତି ସହରରେ ଅବସ୍ଥିତ
							
ସମକକ୍ଷ : ସେନାପତି ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
भारत के मणिपुर राज्य का एक जिला।
सेनापति जिले का मुख्यालय सेनापति शहर में है।A region marked off for administrative or other purposes.
district, dominion, territorial dominion, territory