ଅର୍ଥ : ଯେ ମନ୍ଦିରରେ ଦେବତା ଆଦିଙ୍କ ପୂଜା ଅର୍ଚ୍ଚନାପାଇଁ ନିଯୁକ୍ତ ହୋଇଥାନ୍ତି
							ଉଦାହରଣ : 
							ଶ୍ୟାମର ବାପା ଏହି ମନ୍ଦିରର ପୂଜାରୀ
							
ଅନ୍ୟ ଭାଷାରେ ଅନୁବାଦ :
A person who performs religious duties and ceremonies in a non-Christian religion.
non-christian priest, priestଅର୍ଥ : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
							ଉଦାହରଣ : 
							ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
							
ଅନ୍ୟ ଭାଷାରେ ଅନୁବାଦ :
A person who is owned by someone.
slaveଅର୍ଥ : ବେତନ ନେଇ ସେବା କରୁଥିବା ଲୋକ
							ଉଦାହରଣ : 
							ମୋ ଚାକର ସପ୍ତାହକପାଇଁ ଘରକୁ ଯାଇଛି
							
ସମକକ୍ଷ : ଚାକର, ଦାସ, ନଉକର, ପରିଚାରକ, ଭୃତ୍ୟ
ଅନ୍ୟ ଭାଷାରେ ଅନୁବାଦ :
वह जो वेतन आदि लेकर सेवा करता हो।
मेरा नौकर एक हफ्ते के लिए घर गया है।ଅର୍ଥ : ଯିଏ ଈଶ୍ୱର ବା ଦେବତାଆଦିଙ୍କୁ ଭକ୍ତି କରନ୍ତି
							ଉଦାହରଣ : 
							ସେ ହନୁମାନ ଭକ୍ତ
							
ଅନ୍ୟ ଭାଷାରେ ଅନୁବାଦ :