ଅର୍ଥ : ସେହି ସମୟରେ ଘଟିଥିବା
						 
						 
					
							ଉଦାହରଣ : 
							ତତ୍କାଳିକ ପରିସ୍ଥିତି ଆଜିର ପରିସ୍ଥିତି ଠାରୁ ବହୁତ ଅଲଗା ଥିଲା
							
					
							ସମକକ୍ଷ : 
							ତତ୍କାଳିକ, ସେକାଳର, ସେତେବେଳର
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												उस समय का।
												तात्कालिक परिस्थितियाँ आज की परिस्थितियों से बहुत भिन्न थीं।
														
													तत्कालिक, 
तात्कालिक 
											 
								 
							 
						 
					
							
								
								
									
										
												At a specific prior time.
												The then president.
														
													then