ଅର୍ଥ : ଯେଉଁ ଭାଗ୍ୟର ଆଧାରରେ ଭଲ କଥା ବା ଘଟଣା ଘଟେ ବା ସେହି ଭାଗ୍ୟ ଯାହା ଭଲର ପ୍ରତୀକ
							ଉଦାହରଣ : 
							ମୋ ସୌଭାଗ୍ୟକୁ ଆପଣଙ୍କ ଦର୍ଶନ ପାଇଛି
							
ସମକକ୍ଷ : ଭଲଭାଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
ऐसा भाग्य जिसके आधार पर अच्छी बात या घटनाएँ हो या वह भाग्य जो अच्छाई का प्रतीक हो।
यह मेरा सौभाग्य है कि आपके दर्शन हुए।ଅର୍ଥ : ବିକଟ ଅବସ୍ଥାରେ ବି ହେଉଥିବା ସନ୍ତୋଷପୂର୍ଣ୍ଣ କଥା
							ଉଦାହରଣ : 
							ସୌଭାଗ୍ୟ ଯେ ଗୁଳି ଗୋଡ଼ରେ ବାଜିଲା
							
ସମକକ୍ଷ : ଅନୁକୂଳଭାଗ୍ୟ
ଅନ୍ୟ ଭାଷାରେ ଅନୁବାଦ :