ଅର୍ଥ : କୌଣସି ବସ୍ତୁର ଉପର କିମ୍ବା ବାହାର ପାଖ
							ଉଦାହରଣ : 
							ଖରାରେ କୂଅର ଜଳ ସ୍ତର ଖସିଯାଏ
							
ସମକକ୍ଷ : ତଳ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲୁଗାଆଦି ଉପରେ କରାଯାଉଥିବା ଏକ ପ୍ରସ୍ତ
							ଉଦାହରଣ : 
							ସେ ଲୁଗାଗୁଡ଼ିକୁ ଭାଙ୍ଗିକରି ସିନ୍ଦୁକରେ ରଖିଦେଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ସ୍ତର ଉପରେ ହୋଇଥିବା ଏକ ଅନ୍ୟ ସ୍ତର
							ଉଦାହରଣ : 
							ଆଜି ଦୁଧ ଉପରେ ସରର ଏକ ମୋଟା ସ୍ତର ଜମାହୋଇଛି
							
ଅନ୍ୟ ଭାଷାରେ ଅନୁବାଦ :
A relatively thin sheetlike expanse or region lying over or under another.
layerଅର୍ଥ : ପ୍ରବଳତା, ମାତ୍ରା, ଗୁଣା ଆଦିର ମାନଦଣ୍ଡ ସମ୍ପର୍କରେ ଏକ ସ୍ଥିତି
							ଉଦାହରଣ : 
							ବିଶ୍ୱ ସ୍ତରରେ ଟେକନିକର ଉନ୍ନତି ବଡ଼ ଜୋରରେ ହେଉଛି
							
ଅନ୍ୟ ଭାଷାରେ ଅନୁବାଦ :