ଅର୍ଥ : ଯେଉଁ ତନ୍ତୁଦ୍ୱାରା ତନ୍ତ୍ରିକାର ସବୁ କ୍ରିୟା ସଂଚାଳିତ ହେଉଛି
							ଉଦାହରଣ : 
							ତନ୍ତ୍ରିକାତନ୍ତ୍ର ଶରୀରର ସବୁ ଐଚ୍ଛିକ  ଏବଂ ଅନୈଛିକ  କ୍ରିୟା କଳାପକୁ ନିୟମିତ କରିଥାଏ
							
ସମକକ୍ଷ : ତନ୍ତ୍ରିକା ତନ୍ତ୍ର, ସ୍ନାୟୁ ପ୍ରଣାଳୀ
ଅନ୍ୟ ଭାଷାରେ ଅନୁବାଦ :
वह तंत्र जिसके द्वारा तंत्रिका की सारी क्रियाएँ संचालित होती हैं।
तंत्रिकातंत्र शरीर की सभी ऐच्छिक और अनैच्छिक क्रियाओं को नियमित करता है।The sensory and control apparatus consisting of a network of nerve cells.
nervous system, systema nervosum