ଅର୍ଥ : ଯାହା ସ୍ମୃତି ରୂପରେ ରହେ
							ଉଦାହରଣ : 
							ସ୍ମରଣୀୟ ଘଟଣାଗୁଡ଼ିକୁ ଭୁଲିଯିବା କଷ୍ଟକର ହୋଇଥାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମନେ ରଖିବା ଯୋଗ୍ୟ
							ଉଦାହରଣ : 
							ସମସ୍ତଙ୍କ ଜୀବନରେ ନିଶ୍ଚୟ କିଛି ନା କିଛି ସ୍ମରଣୀୟ ଘଟଣା ଘଟିଥାଏ
							
ସମକକ୍ଷ : ଅବିସ୍ମରଣୀୟ
ଅନ୍ୟ ଭାଷାରେ ଅନୁବାଦ :
याद रखने योग्य।
हर किसी के जीवन में कुछ न कुछ स्मरणीय घटनाएँ ज़रुर घटती हैं।Worth remembering.
memorable